ପ୍ରଥମ ଥର ପାଇଁ ସମ୍ବିତଙ୍କ ସହ ନଜର ଆସିବେ ଦେବଯାନୀ

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟକଙ୍କ ସହିତ ପ୍ରଥମ ଥର ପାଇଁ ନାୟିକା ଦେବଯାନୀ କାମ କରୁଛନ୍ତି। ଏହି ନାୟକଜଣକ ହେଲେ ସମ୍ବିତ । ଯେଉଁ ସିନେମାରେ ସମ୍ବିତ- ଦେବଯାନୀ ଯୋଡ଼ି ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି, ତାହାର ଶୀର୍ଷକ ହେଲା ‘ଇନ୍ଦ୍ରଜାଲ’। ରମେଶ ବାରିକ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ, ଏହାର ନିର୍ଦ୍ଦେଶକ ହେଲେ ପିନୁ ନାୟକ । ‘ଇନ୍ଦ୍ରଜାଲ’ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ … Continue reading ପ୍ରଥମ ଥର ପାଇଁ ସମ୍ବିତଙ୍କ ସହ ନଜର ଆସିବେ ଦେବଯାନୀ